Jump to content

ଲେଟର୍ ବାକସ

ଉଇକିଅଭିଧାନ‌ରୁ

ଲେଟର୍ ବାକସ

ଉଚ୍ଚାରଣ

[ସମ୍ପାଦନା]

[ଲେଟର୍ ବ (ବା)କସ୍—ଅନ୍ୟରୂପ]

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲେଟରବକସ୍)

[ସମ୍ପାଦନା]
୧. ଚାବି ପଡ଼ଥିବା ବାକସ୍ରେ ଡାକଘରକୁ ପଠାଯିବା ଚିଠିମାନ ଲୋକେ ପକାଇ ଦିଅନ୍ତି ଓ ଡାକା ବିଭାଗର କର୍ମଚାରୀମାନେ ନିର୍ଦ୍ଦିଷ୍ଟ ସମୟରେ ଆସି ଯେଉଁ ବାକସର ଚାବି ଫିଟାଇ କରି ତହିଁରେ ପଡ଼ିଥିବା ଟିଠିମାନ ସଂଗ୍ରହ କରିନିଅନ୍ତି —୧. Postal letter-box.
୨. ବଡ଼ଲୋକମାନଙ୍କ ଦାଣ୍ଡ ପାଖେ ଥିବା ଚାବି ପଡ଼ିଥିବା ଡ଼ାକବାକସ୍, ଯହିଁରେ ଗୃହସ୍ୱାମୀଙ୍କ ପାଇ ଅଭିପ୍ରେତ ଚିଠିମାନ ଲୋକେ ପକାଇ ଦିଅନ୍ତି ଓ ଗୃହସ୍ୱାମୀ ସୁବିଧାକ୍ରମେ ସେ ବାକସ୍ ଫିଟାଇ ଚିଠିଗୁଡ଼ିକ ନିଅନ୍ତି —୨. A letter- box attachment to the outside of a rich person's house.