ଲେଟର ପ୍ରେସ୍
ଦେଖଣା
ଲେଟର ପ୍ରେସ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲେଟର ପ୍ରେସ୍
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ବ୍ୟକ୍ତିବିଶେଷଙ୍କଦ୍ୱାରା ବ୍ୟବହୃତ ଯେଉଁ ଚିଠି କାଗଜରେ ତାଙ୍କର ନାମ, ଠିକଣା, ଉପାଧି ପ୍ରଭୃତି ମୁଦ୍ରିତ ହୋଇଥାଏ — ୧. Letter press.
- ୨. ଏକ ପ୍ରକାର ଛାପା; ପ୍ଲେଟରୁ ଛାପା ନ କରି ଅକ୍ଷର (ଟାଇପ୍)ରୁ ଛାପା କରିବା ପ୍ରକ୍ରିୟା — ୨. Letter press printing.