Jump to content

ଲେଟ୍

ଉଇକିଅଭିଧାନ‌ରୁ

ଲେଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (କଚରିଆ) (ଇଂରାଜୀ - ଲେଟ୍)

[ସମ୍ପାଦନା]

ପରଲୋକଗତ;ସ୍ୱର୍ଗୀୟ — The late; the deceased.

[ଦ୍ରଷ୍ଟବ୍ୟ — ମୃତ ବ୍ୟକ୍ତିର ନାମ ପୂର୍ବରେ ଓଡ଼ିଆ ସାହିତ୍ୟିକ ଭାଷାରେ ସ୍ୱର୍ଗୀୟ ଅମୁକ ଲଖାଯାଏ ବଙ୍ଗଳାରେ ଏବଂ ବଙ୍ଗଳାର ଅନୁକରଣରେ କେହି କେହି ଓଡ଼ିଆରେ ଅମୁକ ବୋଲି ଲେଖନ୍ତି ଇଂରାଜୀ The late so & soର ଅନୁ— କରଣରେ ଗଞ୍ଜାମରେ କଚରିଆ ଲେଖାରେ ଲେଟ୍ ଅମୁକ ରଖାଯାଏ ଓଡ଼ିଆ କଚରିଆ ଭାଷାରେ ନାମ ପରେ ମୁ ](=ମୁତୋଫା) ଲେଖାଯାଏ, ଯଥା—ଅମୁକ ମୁ]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲେଟ୍)

[ସମ୍ପାଦନା]
୧. ନିର୍ଦ୍ଧିଷ୍ଟ ସମୟ ଗଡ଼ିଯିବା ଅବସ୍ଥା; ଉଚ୍ଛୁର;ଲକାଳବିଳମ୍ୱ ୧. Lateness of time; delay.

ବିଶେଷଣ -

[ସମ୍ପାଦନା]
୨. କାଳ ବିଳମ୍ୱଯୁକ୍ତ; ବିଳମ୍ୱିତ —୨. Late; delayed.
୩. ବିଳମ୍ୱରେ ଚାଲୁଥିବା (ଘଣ୍ଟା) —୩. Going late (Clock or watch).



ଲେଟ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବର୍ଣ୍ଣସଙ୍କର ଜାତିବିଶେଷ (ବିଶ୍ୱକୋଷ) — Name of a hybrid caste.