Jump to content

ଲେଟ୍ କରିବା

ଉଇକିଅଭିଧାନ‌ରୁ

ଲେଟ୍ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିର୍ଦ୍ଦିଷ୍ଟ ସମୟରେ ନ ପହଞ୍ଚି କାଳବିଳମ୍ୱ କରିବା —୧. To exceed the flxedtime.
୨. କୌଣସି ଘଣ୍ଟଟାର କଣ୍ଟାକୁ ପଛ ଆଡ଼କୁ ଚଳାଇ ଦେଇ ଘଣ୍ଟାଦ୍ୱାରା ଜ୍ଞାପିତ ସମୟକୁ ବିଳମ୍ୱିତ କରିବା —୨. To make a watch or clock become or go late.