ଲେଟ୍ ହେବା
ଦେଖଣା
ଲେଟ୍ ହେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କାଳ ବିଳମ୍ୱ ଘଟିବା —୧. Being late in point of time.(ଯଥା—ମୁଁ ଆଜି କଚରିଆ ଆସୁ ଆସୁ ଲେଟ୍ ହୋଇଗଲା )
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ବିଦ୍ୟାଳୟରେ ଛାତ୍ର) ବିଳମ୍ୱରେ ଉପସ୍ଥିତ ହେବା — ୧. To be late in attending school (Said of a student).
- ୨. (ଘଣ୍ଟା) ଠିକ୍ ସମୟ ନ ରଖି ବିଳମ୍ୱରେ ନିର୍ଦ୍ଦିଷ୍ଟ ସମୟ ଏତେ ସମୟ ଦେଖାଇବା —୨. The state of a clock or watch being late.
- ୩. ନିର୍ଦିଷ୍ଟ ସମୟରୁ ଏତେ ସମୟ ବିଳମ୍ୱ କରିବା — ୩. To be late (by so much time.)
(ଯଥା—ଆଦି ମୁଁ ପାଞ୍ଚମିନିଟ୍ ଲେଟ୍ ହେଲି; ଆଜି ମାନ୍ଦ୍ରାଜ ମେଲ୍ ଘଣ୍ଟାଏ ଲେଟ୍ ହେଲା )