ଲେଡ଼ା
ଦେଖଣା
ଲେଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କରତଳର ମୂଳ ବା ଲେଡ଼ିଦ୍ୱାରା ଆଘାତ; ଠେଲା —A push with the base of the plam of the hand.
[ଦ୍ରଷ୍ଟବ୍ୟ — କରତଳର ଆଙ୍ଗୁଠି ଅଂଶ ଓ ସମସ୍ତ କରତଳଦ୍ୱାରା ଆଘାତକୁ (ଚାପୁଡ଼ା) ବୋଲାଯାଏ ଓ କରତଳର ମୂଳଭାଗଦ୍ୱାରା ଠେଲାକୁ ଲେଡ଼ା ବୋଲାଯାଏ ]