Jump to content

ଲେଡ଼ି

ଉଇକିଅଭିଧାନ‌ରୁ

ଲେଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କରତଳ —୧. Palm of the the hand.

[ଦ୍ରଷ୍ଟବ୍ୟ —ପ୍ରସାରିତ କରତଳର ଆଙ୍ଗୁଠିମାନଙ୍କ ମୂଳଠାରୁ କରମୂଳ ପର୍ଯ୍ୟନ୍ତ ଅଂଶକୁ ଲେଡ଼ି କୁହାଯାଏ ]

(ଉ—ଲେଡ଼ିର ଗୁଡ଼ି କହୁଣିକି ଗଲେ, କେମନ୍ତ ଘଟଣ ହୁଅଇ ଭଲେ—ବ୍ରଜନାଥ. ସମରତରଙ୍ଗ )

୨. ଲେଡ଼ି (ଦେଖ) - —୨. Lerda (See)

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ପାଦର; ଗୋଇଠି; ଲେଡ଼ି; ଗୁଳ୍ମର ଶେଷଭାଗ —୧. Heel of the foot; the end of the heels.
୨. ଲେଡ଼ି ବା ଗୋଇଠାର ଶେଷଭାଗଦ୍ୱାରା ଘୋଡ଼ାଙ୍କର ଘୋଡ଼ାଙ୍କ ଛାତିର ପାର୍ଶ୍ୱରେ ଆଘାତ — ୨. Blows given by a rider on the flanks of a horse with the end of his heels.
୩. ଲେଡ଼ି ଘୋଡ଼ାସବାରର ଗୋଇଠରେ ପିନ୍ଧିବା କଣ୍ଟା — ୩. Spur used by a rider.

(ଉ— କେ ଘୋଡ଼ା ଅଡ଼ି; ରହନ୍ତେ ଲେଡ଼ି; ଯୋଡ଼ ଲଗାଇ ଯେ ବ୍ରଜନାଥ ସମରତରଙ୍ଗ )

୪. (ସ୍ତ୍ରୀ)(ଇଂରାଜୀ - ଲେଡ଼ୀ)—ଇଂରାଜୀ ଲର୍ଡ଼; ଉପାଧି ଭୂଷିତ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ଉପାଧି; ସମ୍ଭ୍ରାନ୍ତା ନାରୀଙ୍କ ଉପାଧି —Lady (title of female of a Lord family.)