ଲେଡ଼ିରେ ବାଳ ହେବା
ଦେଖଣା
ଲେଡ଼ିରେ ବାଳ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଡ଼ିରେ ବାଳ ହେବା
|
ଦେଶଜ - ବାକ୍ୟ
[ସମ୍ପାଦନା]ଅସମ୍ଭବ ବିଷୟ ସମ୍ୱନ୍ଧ ବ୍ୟବହୃତ ବାକ୍ୟ —A sheer impossibility; a palpable absurdity; (an expression for imposible things)
[ଦ୍ରଷ୍ଟବ୍ୟ — ଲୋକେ କଥାରେ କହନ୍ତି କାହା ଲେଡ଼ିରେ ବାଳ ହେଲାଣି ଯେ, ସେ ମୋତେ ମାରିବ ? କାହା ଜିଭରେ ହାଡ଼ ହେଲାଣି, ସେ ମୋ ନାମରେ ମିଛ କଥା କହିବ ବା ଗାଳି ଦେବ ? ଅର୍ଥାତ୍ ଲେଡ଼ିରେ କେଶ ଉଠିବା ଓ ଜିଭରେ ହାଡ଼ ହେବା ଯେପରି ଅସମ୍ଭବ, ଏ କାର୍ଯମାନ ମଧ୍ୟ ସେହିପରି ଅସମ୍ଭବ ]