ଲେଡ଼୍
ଦେଖଣା
ଲେଡ଼୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲେଡ଼୍
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ସୀସା ଧାତୁ —୧. Lead (metal.
- ୨. (ଛାପାଖାନା) ପ୍ରାୟ ଦୁଇ ଅଙ୍ଗୁଳ ଚଉଡ଼ା ସୀସାର ପତର) ଯାହା ଛାପା ଅକ୍ଷରର ଟାଇପ୍ମାନଙ୍କ ପଂକ୍ତି, ମଝିରେ ଖଞ୍ଜାଯାଏ —୨. (Printing) The plate of lead separating the lines of type.