ଲେଣ୍ଟି
ଦେଖଣା
ଲେଣ୍ଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ —(ଅନାଦରାର୍ଥକ) —(ସଂସ୍କୃତ - ନିକୃଷ୍ଟ)
[ସମ୍ପାଦନା]- ୧. ଅପକୃଷ୍ଟ —୧. Inferior.
- ୨. ହେୟ ବା ନଗଣ୍ୟ —୨. Insignificant.
- ୩. ଘୃଣ୍ୟ —୩. Hateful; contemptible.
- ୪. ଅଯେଗ୍ୟ —୪. Unfit.
(ଉ—ଲେଣ୍ଡୀ କୁକୁର= ନିକୃଷ୍ଟ ଓ ବୁଲା କୁତୀ — Pariah dog)
ବିଶେଷ୍ୟ -
[ସମ୍ପାଦନା]ଅଯୋଗ୍ୟ ବ୍ୟକ୍ତି —୧. An unfit person.
(ଉ— ଏ ଲେଣ୍ଡି ଗୁଡ଼ାକ ମୋ ସାଙ୍ଗରେ ଶତ୍ରୁତା କରି ମୋର କିଛି କରି ପାରିବେ ନାହିଁ )