Jump to content

ଲେଣ୍ଡି

ଉଇକିଅଭିଧାନ‌ରୁ

ଲେଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ —(ଅନାଦରାର୍ଥକ) —(ସଂସ୍କୃତ - ନିକୃଷ୍ଟ)

[ସମ୍ପାଦନା]
୧. ଅପକୃଷ୍ଟ —୧. Inferior.
୨. ହେୟ ବା ନଗଣ୍ୟ —୨. Insignificant.
୩. ଘୃଣ୍ୟ —୩. Hateful; contemptible.
୪. ଅଯେଗ୍ୟ —୪. Unfit.

(ଉ—ଲେଣ୍ଡୀ କୁକୁର= ନିକୃଷ୍ଟ ଓ ବୁଲା କୁତୀ — Pariah dog)

ବିଶେଷ୍ୟ -

[ସମ୍ପାଦନା]

ଅଯୋଗ୍ୟ ବ୍ୟକ୍ତି —୧. An unfit person.

(ଉ— ଏ ଲେଣ୍ଡି ଗୁଡ଼ାକ ମୋ ସାଙ୍ଗରେ ଶତ୍ରୁତା କରି ମୋର କିଛି କରି ପାରିବେ ନାହିଁ )



ଲେଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଲେଣ୍ଟା (ଦେଖ) - —୧. Leṇḍā, (See)
୨. (ସଂସ୍କୃତ - ଲେଣ୍ଡ) ଲଣ୍ଡି; ଛେଳି ଆଦିଙ୍କର କ୍ଷୁଦ୍ରଖଣ୍ଡ ବିଶିଷ୍ଟ ମଳ —୨. Tiny bits of dung of sheep, deer, mouse etc.