Jump to content

ଲେଣ୍ ଦେଣ୍

ଉଇକିଅଭିଧାନ‌ରୁ

ଲେଣ୍ ଦେଣ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର) ସଂସ୍କୃତ - ନୟନ ଓ (ଦାନ)

[ସମ୍ପାଦନା]
୧. ନେବ ଓ ଦେବା; ଦିଆ ନିଆ —୧. Giving and taking.
୨. ବ୍ୟବସାୟଗତ ଅଦଳ ବଦଳ — ୨. Exchange; barter.
୩. ବାଣିଜ୍ୟ; ବ୍ୟବସାୟ; କାରବାର (ଯହିଁରେ ପଣ୍ୟ ଓ ଧନାଦିର ଆଦାନ ପ୍ରଦାନ ହୁଏ) —୩. Business transaction; trade; mercantile transaction.
୪. ବିକ୍ରୀ ଖରିଦ ୪. Sale and purches of a property.
୫. ବିକ୍ରୀ ସମ୍ପତ୍ତି ପାଇଁ କ୍ରେତା ବିକ୍ରେତାଙ୍କ ମଧ୍ୟରେ ମୂଲ୍ୟର ଆଦାନପ୍ରଦାନ —୫. Passing of consideration for a property sold.
୬. ପାଉଣା ଦେଏଣା; କୌଣସି ବ୍ୟକ୍ତିର ଅନ୍ୟଠାରୁ ପ୍ରାପ୍ୟ ବା ଅନ୍ୟକୁ ଦେୟ ଧନ ବା ବସ୍ତୁ —୬. Due or debts of a person; assets and liabilities of a person.