ଲେଦା ପୋକ
ଧାନ ଓ ରବି ଗଛରେ ଲାଗିବା ଏକ ପ୍ରକାର ପୋକ ବା କୃମି (ଏମାନେ ଦିନବେଳେ ଦେଖା ଯାଆନ୍ତି ନାହିଁ; ଗଛମୂଳେ ମାଟିତଳେ ଲୁଚି ରହନ୍ତି; ରାତି ହେଲେ ଗଛକୁ ଚଢ଼ି ପତର ଓ କଢ଼କୁ ଚରିଯାଆନ୍ତି ଏମାନଙ୍କ ପ୍ରଜାପତି ଧଳା) — Cut-worms; (Noctuide),