Jump to content

ଲେନ୍ତା

ଉଇକିଅଭିଧାନ‌ରୁ

ଲେନ୍ତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସଂସ୍କୃତ - ପଂକ୍ତି; ତୁଳ ସଂସ୍କୃତ - ଲକ୍ତକ= ଚିରାକନା, କନ୍ଥା)

[ସମ୍ପାଦନା]
୧. ପେଣ୍ଡା; ଗୁଚ୍ଛ; ପେନ୍ଥା —୧. Cluster; bunch.
୨. କୌଣସି ବସ୍ତୁର ପୁଳା; ମେଞ୍ଚା —୨. A mass (of something)-
୩. ପୁଞ୍ଜ —୩. Collection.
୪. ଏକତ୍ର ଧରାଯିବା ପଦାର୍ଥର ଗୋଛା —୪. A bundle or cluster of something held together,

(ଯଥା—ଲେନ୍ଥାଏ କାଗଜ; ଲେନ୍ଥାଏ ବାସନ )