ଲେନ୍ଧୁଆ
ଦେଖଣା
ଲେନ୍ଧୁଆ
ଉଚ୍ଚାରଣ
[ସମ୍ପାଦନା][ଲେନ୍ଦୁ(ନ୍ଦେ,ନ୍ଧୋ,ନ୍ଧୁ,ନ୍ଧୋ)ଈ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଲେନ୍ଧୁଆ
|
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯାହା ଆଖିରୁ ଲେନ୍ଦରା ବୋହୁଥାଏ —୧. Having eyes exhuding rhemu.
- ୨. ଲେନ୍ଧରା ବୋହୁଥିବା (ଚକ୍ଷୁ) ୨. Rheuming (eyes)