Jump to content

ଲେପଟେଇବା

ଉଇକିଅଭିଧାନ‌ରୁ

ଲେପଟେଇବା

ଉଚ୍ଚାରଣ

[ସମ୍ପାଦନା]

ଲେପଟିବା, ଲେପଟେଇ ପଡ଼ିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲିପ୍ତ)

[ସମ୍ପାଦନା]

(ଜୀବ ଆଦି) ଭୂମିରେ ସଂଲଗ୍ନ ହେବା; ଆପଣା ଦେହକୁ ଭୂମିକୁ ସଂଲଗ୍ନ କରି ଅବସ୍ଥାନ କରିବା ବା ଗତି କରିବା —To crouch on the ground (Said of an animal bringing its body close to the ground).

[ଦ୍ରଷ୍ଟବ୍ୟ —ବାଘ ଓ ବିରାଡ଼ି ଶିକାରକୁ ଛବିଲାବେଳେ ଲେପଟାଇ ପଡ଼ନ୍ତି ଓ ଲେପଟାଇ କରି ଗତି

କରନ୍ତି; ମନୁଷ୍ୟ ଲୁଚିବା ପାଇଁ ଲେପଟାଇ ପଡ଼େ ଏପରି ହେଲେ ହଠାତ୍ ତାକୁ ଅନ୍ୟ ଲୋକ ପାରେ ନାହିଁ ]