ଲେପନୀୟ
(ଲେପ୍ୟ—ଅନ୍ୟରୂପ)
(ଲେପନୀୟା—ସ୍ତ୍ରୀ)
ଯେଉଁ ପଦାର୍ଥ ବୋଳାଯିବାର ଉପଯୁକ୍ତ —(A thing) Fit to be smeared or anointed.
ଯାହା ଦେହରେ ଚନ୍ଦନାଦି ବୋଳାଯିବା ଯୋଗ୍ୟ —(Person) Requiring to be smeared over with ointment.