ଲେପସ୍ତ୍ରୀ
ଦେଖଣା
ଲେପସ୍ତ୍ରୀ
ଉଚ୍ଚାରଣ
[ସମ୍ପାଦନା]ଲେପ(ପ୍ୟ) କାମିନୀ, ଲେପ(ପ୍ୟ)ନାରୀ ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. (ଲେପ=ଲେପନଦ୍ୱାରା ସୁବାସିତଶରୀରା ସ୍ତ୍ରୀ, ମ. ପ. ଲୋ)— ଯେଉଁ ସ୍ତ୍ରୀର ଦେହ ଚନ୍ଦନାଦି ଲେପନଦ୍ୱାରା ସୁବାସିତ —୧. A woman whose body is made fragrant with ointments and pastes.
- ୨. ଛାଞ୍ଚରେ ଢଳା ହୋଇଥିବା ସ୍ତ୍ରୀ ମୂର୍ତ୍ତି —୨. A moulded figure of a woman (M.W.)
- ୩. ସ୍ତ୍ରୀ ମୂର୍ତ୍ତି —୩. An image of a woman.