ଲେପ ଭାଗ
ଦେଖଣା
ଲେପ ଭାଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କରତଳରୁ ପୋଛାଯିବା ଅନ୍ନ)
[ସମ୍ପାଦନା]ଶ୍ରାଦ୍ଧକାଳରେ (୧) ଆପଣାର ପୢତୃ, ପିତାମହ, ପ୍ରପିତାମହ (୨) ମାତୃ, ପିତାମହୀ, ପ୍ରପିତାମହୀ (୩) ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହଙ୍କୁ ଦିଆଯିବା ପଣ୍ଡିତମାନଙ୍କ ସଙ୍ଗେ ତାଙ୍କ ଉପରର ତିନି ପୁରୁଷଙ୍କୁ ଯେଉଁ ଛୋଟପିଣ୍ଡ ଦିଆଯାଏ — Smaller roller balls of rice offered to the ancestors in the fourth, fifth and sixth degrees of ascent along with the large cakes ofiered to one's ancestors upto three degrees of ascent during Srāddha.
[ଦ୍ରଷ୍ଟବ୍ୟ —ପଣ୍ଡିଦାତାର ଉପରିସ୍ଥ ୩ ପୁରୁଷଙ୍କୁ ବଡ଼ ପିଣ୍ଡ ଦିଆଯିବାପରେ ହାତରେ ଯେଉଁ ଅନ୍ନାଦି ଲାଗିଥାଏ ତାକୁ ପୋଛାପୋଛି କରି ଯେଉଁ ଛୋଟ ପିଣ୍ଡ ଉକ୍ତ ୩ ପୁରୁଷଙ୍କ ଉପରର ୩ ପୁରୁଷଙ୍କ ଅର୍ପିତ ହୁଏ ତାକୁ ଲେପଭାଗ ବୋଲାଯାଏ ]