Jump to content

ଲେଫଡ଼ା

ଉଇକିଅଭିଧାନ‌ରୁ

ଲେଫଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
[ଲେଫ(ଫେ)ଡ଼ୀ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏକପ୍ରକାର ବନଜାତ ଲତାଫଳ; (ଏହା ପଟୋଳ ବା ମଟମଟକା ପରି ଭଜା ଓ ତିଅଣ ହୋଇ ଖିଆଯାଏ) —୧. A kind of edible wild fruit.
୨. ବନ୍ୟ ଗୁଳ୍ମ ବିଶେଷ — ୨. Capparis Brevispina.
୩. (ଦାନ୍ତ ଶବ୍ଦ ପରେ ବ୍ୟବହୃତ) ଦରହସା; ଦାନ୍ତ ଦେଖାଇ ହସିବା —୩. Grinning.

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଦରହସା; ଯେ ସବୁବେଳେ ହସେ —Laughing; grinning.