Jump to content

ଲେଫେଡ଼େଇବା

ଉଇକିଅଭିଧାନ‌ରୁ

ଲେଫେଡ଼େଇବା

ଉଚ୍ଚାରଣ

[ସମ୍ପାଦନା]

[ଲେଫ(ଫେ)ଡ଼ିବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

(ଲେଫଡ଼ା[ଡ଼ି] ହେବା—କର୍ମବାଚ୍ୟ)

ଦେଶଜ - କ୍ରିୟାପଦ - (ତୁଳ. ଇଂରାଜୀ - ଲାଫ୍ଟର୍)

[ସମ୍ପାଦନା]

(ଦାନ୍ତ ଓ ମୁହଁ ଶବ୍ଦ ପରେ ଏ ଅର୍ଥରେ ବ୍ୟବହୃତ ହୁଏ) ===

୧. ଓଠକୁ ଫାଡ଼ିଦେଇ ଦାନ୍ତକୁ ଦେଖାଇ ହସିବା —୧. To grin; to laugh by exhibiting the teeth and opening the lips.
୨. ମୁହଁକୁ ନିକୁଟିବା ବା ବିକୃତ କରିବା — ୨. To make faces.

[ଦ୍ରଷ୍ଟବ୍ୟ —ଦାନ୍ତ ଓ ମୁହଁ ଦୁଇ ପ୍ରକାର ଲେଫଡ଼ି ହୁଏ —:୧. କାନ୍ଦିଲେ; ୨ ହସିଲେ ଉଭୟ କ୍ରିୟାରେ ଓଠ ଚଉଡ଼ା ହୋଇ ମେଲାହୁଏ ଓ ଦାନ୍ତମାନ ଦେଖାଯାଇ ମୁହଁ ବିକୃତ ଦେଖାଯାଏ ଦାନ୍ତୁରା ମାନଙ୍କର ଦାନ୍ତ ସବୁବେଳେ ପଦାକୁ ବାହାରି ଥିବାରୁ ତାଙ୍କ ମୁହଁ ଲେଫଡ଼ି ହୋଇ ଯାଇଥାଏ ଏଥିପାଇଁ କଥାରେ କହନ୍ତି ଦାନ୍ତୁରାର କାନ୍ଦିବା ହସିବା ସମାନ ]