ଲେଫ୍ଟେନେଣ୍ଟ୍
ଦେଖଣା
ଲେଫ୍ଟେନେଣ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଲେଫ୍ଟେଣ୍ଟ—ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲେଫ୍ଟେନେଣ୍ଟ୍
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲେଫ୍ଟେନାଣ୍ଟ୍)
[ସମ୍ପାଦନା]- ୧. ଉଚ୍ଚ— କର୍ମଚାରୀଙ୍କ ଅନୁପସ୍ଥିତରେ କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ବ୍ୟକ୍ତ —୧. A lieute-nant.
- ୨. ଇଂରାଜ ସୈନ୍ୟକଙ୍କର ଦଳପତିବିଶେଷ (ଏମାନେ କପ୍ତାନ୍ Captainଙ୍କ ନିମ୍ନ ରେ) — ୨. A title of offcers below Captains in the English army.
[ଦ୍ରଷ୍ଟବ୍ୟ —ନୌ ସେନାଙ୍କର, ବାୟୁଯାନସେନା ଓ ସ୍ଥଳ ସେନାଙ୍କ ମଧ୍ୟରେ ଲେଫ୍ଟେନେଣ୍ଟ ଅଛନ୍ତି ଏହି ଶବ୍ଦ ସଙ୍ଗେ ବ୍ୟବହୃତ ଲେଫ୍ଟେନାଣ୍ଟ କର୍ନଲ୍ (Lieutenant colonel) ମଧ୍ୟ ଆମ ଭାଷାରେ ଚଳିଅଛି ]