Jump to content

ଲେଫ୍ଟେନେଣ୍ଟ୍ ଗଭର୍ଣ୍ଣର୍

ଉଇକିଅଭିଧାନ‌ରୁ

ଲେଫ୍ଟେନେଣ୍ଟ୍ ଗଭର୍ଣ୍ଣର୍

ଉଚ୍ଚାରଣ

[ସମ୍ପାଦନା]

(ଲେଫନେଣ୍ଟ ଗଭର୍ଣ୍ଣର—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ପ୍ରଦେଶିକ ଶାସନକର୍ତ୍ତା; ଶାସନ— କର୍ତ୍ତାଙ୍କ ପ୍ରତିନିଧି —Lieutenant Governor.

[ଦ୍ରଷ୍ଟବ୍ୟ —ପୂର୍ବେ ବ୍ରିଟିସ୍ ଭାରତରେ ବଡ଼ ବଡ଼ ପ୍ରଦେଶର ଶାସକଙ୍କୁ ଗଭର୍ଣ୍ଣର ଓ ଛୋଟ ପ୍ରଦେଶର ଶାସକଙ୍କୁ ଲେଫ୍ଟେଣ୍ଟନାଣ୍ଟ ଗଭର୍ଣ୍ଣର୍ ବୋଲା ଯାଉଥିଲା ଏବେ ବ୍ରିଟିସ୍ ଭାରତର ସବୁ ପ୍ରଦେଶର ଶାସନକର୍ତ୍ତାଙ୍କୁ ଗଭର୍ଣ୍ଣ ବୋଲା ଯାଉଅଛି ]