Jump to content

ଲେଭଡ଼ାମୁହାଁ

ଉଇକିଅଭିଧାନ‌ରୁ

ଲେଭଡ଼ାମୁହାଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲେଭେଡ଼[ରା]ମୁହାଁ—ଅନ୍ୟରୂପ)

[ଲେଭଡ଼(ର,ଡ଼ା,ରା,)ମୁଖୀ(ହୀଁ)—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. (ଅନାଦରାର୍ଥକ) ଦାନ୍ତନ ଘଷି ଥିବାରୁ ଯାହାର ଦାନ୍ତପାକରେ ଛତିଆ ବସିଥାଏ —୧. Having the mouth or teeth full of tartar.
୨. ଅଘଷା ପାଟିଆ — ୨. Not having the face and mouthwashed.
୩. ନିର୍ଲ୍ଲଜ୍ଜ ମୁହାଁ —୩. Having a shameless face; brazen-face.
୪. ଲେଫଡ଼ା—ମୁହାଁ (ଦେଖ) - — ୪. Lephaṟḍ̠ā muhāñ(See)