ଲେଭଲ୍
ଦେଖଣା
ଲେଭଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲେଭେଲ୍=ସମତଳ)
[ସମ୍ପାଦନା]- ୧. କୌଣସି ସ୍ଥାନର ସମତଳତା ସ୍ଥିରତା କରିବା ନିମନ୍ତେ ବ୍ୟବହୃତ ଯନ୍ତ୍ର —୧. A level; a levelling instrument.
[ଦ୍ରଷ୍ଟବ୍ୟ —ଏହି ଲେଭଳ୍ ଯନ୍ତ୍ର ମଧ୍ୟରେ ଜଳ ବା ସ୍ପିରିଟ୍ ବା ପାରଦ ବ୍ୟବହାର କରାଯାଇ ସ୍ଥାନର ସମତଳତ୍ୱ ନିର୍ଣ୍ଣୟ କରାଯାଏ ଏଣୁ ଆଉ ଦ୍ରବ୍ୟମାନଙ୍କ ନାମାନୁସାରେ ଯନ୍ତ୍ରକୁ Water-level, spirit-level ଓ mercury-level ବୋଲାଯାଏ]
- ୨. ସମୁଦ୍ର ପୃଷ୍ଠର ବା ଅନ୍ୟସ୍ଥାନର ଆପେକ୍ଷିକ ଉଚ୍ଚତା — ୨. The mean level of the sea or of any place.
ବିଶେଷଣ -
[ସମ୍ପାଦନା]ସମତଳ —Level.