Jump to content

ଲେଭେଡ଼ା

ଉଇକିଅଭିଧାନ‌ରୁ

ଲେଭେଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
[ଲେଭ(ଭେ)ଡ଼ୀ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଅନାଦରାର୍ଥ, ସଂସ୍କୃତ - ଲମ୍ପଟ, ବା ଲପ୍ ଧାତୁ= ଗପିବା, ତୁଳ; ଇଂରାଜୀ - ଲିବିଡ଼ିନସ୍)

[ସମ୍ପାଦନା]
୧. ନିର୍ଲ୍ଲଜ୍ଜ —୧. Shameless.
୨. ଯେ ନିର୍ଲ୍ଲଜ୍ଜଭାବରେ ଗପେ ବା ହସେ — ୨. Talking or laughing shamelessly.
୩. ଲମ୍ପଟ — ୩. Libidinous.