ଲେଭେରା
ଦେଖଣା
ଲେଭେରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଲେପିତ)
[ସମ୍ପାଦନା]- ୧. ମୁହିଁରେ ସିନ୍ଦୁର କଜ୍ଜ୍ୱଳ ଆଦି ଲେସି ହୋଇ ଯାଇଥିବା ଯୋଗୁଁ ଅସୁନ୍ଦର ଦେଖାଯିବା; ଗୁଡ଼ାଏ ଅଳଙ୍କାର ପିନ୍ଧିବା ଯୋଗୁଁ ଅସୁନ୍ଦର ଦେଖାଯିବା —୧. Looking awkward on account of excess of dress or overdone toiletee.
- ୨. ନିର୍ଲ୍ଲଜ୍ଜ — ୨. Shameless
- ୩. (ସଂସ୍କୃତ - ଲୋଭୀ)ନିର୍ଲ୍ଲଜ୍ଜଭାବରେ ଲୋଭୀ —୩. Shamelessly greedy.
[ଉ— ସୁଯୋଧନ ରଜା ତ ରାଇଜ ଲେଭଡ଼ା ହୋଇଛନ୍ତି, ଏଣୁ ସେ ହୋଇଛନ୍ତି ଛିଡ଼ା—କୃଷ୍ଣସିଂହ. ମହଭାରତ ଶଲ୍ୟ ]