ଲେମାଳ
ଦେଖଣା
ଲେମାଳ
ଉଚ୍ଚାରଣ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - ନାମ (ଇଂରାଜୀ - ଲମ୍ୱାଲ୍ଲୀସ= Inland carriers;
ଯେଉଁମାନେ ସମୁଦ୍ରରୁ ପଣ୍ୟଦ୍ରବ୍ୟ ଦେଶ ମଧ୍ୟକୁ ବହି ନିଅନ୍ତି ପୂର୍ବେ ଏହା ସାମୁଦ୍ରିକ ବାଣିଜ୍ୟର କେନ୍ଦ୍ର (maritime area) ଥିବା ଅନୁମିତ ହୁଏ—ଲକ୍ଷ୍ମୀନାରାୟଣ ସାହୁଙ୍କ ପଠିତ ଇଂରାଜୀ ଗ୍ରନ୍ଥ ] ===
କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତଗ୍ରତ ଲୁଣୀ ନଦୀ ନିକଟସ୍ଥ ଗୋଟିଏ ପ୍ରସିଦ୍ଧ ଗ୍ରାମ ===
[ଦ୍ରଷ୍ଟବ୍ୟ — ଏଠାରେ କରଣ ବୈଷ୍ଣବଙ୍କର ଗୋଟିଏ ଗାଦି ଅଛି ଏହି ଗାଦି ଉତ୍କଳର ପାଞ୍ଚଟି ପ୍ରସିଦ୍ଧ ଭକ୍ତ (ଚୈତନ୍ୟ ଦେବଙ୍କ ପଞ୍ଚସଖା)ଙ୍କ ମଧ୍ୟରୁ ଏକରମ ଅଚ୍ୟୁତାନନ୍ଦ ଦାସଙ୍କର ଏ ଅନେକଗୁଡ଼ିଏ ବୈଷ୍ଣବ ଧର୍ମପୁସ୍ତକ ଓ ମାଲିକା ରଚନା କରିଥିଲେ ଏ ମଠର ମହନ୍ତମାନେ ଓଡ଼ିଶାର ଗୋପାଳମାନଙ୍କର ଧର୍ମଗୁରୁ ] Name of a village in the Cuttack district in which is situated the seat of the religious head of the cowherds of Orissa.