Jump to content

ଲେମାଳ ବଟ

ଉଇକିଅଭିଧାନ‌ରୁ

ଲେମାଳ ବଟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲେମ୍ୱାଳ ଗ୍ରାମରେ ଥିବା ଅଚ୍ୟୁତାନନ୍ଦ ଦାସଙ୍କ ମଠ ସଂଲଗ୍ନ ବଡ଼ ବରଗଛ

[ଦ୍ରଷ୍ଟବ୍ୟ —ଏହା ମୂଳରେ ଜ୍ୟୈଷ୍ଠ ପୂର୍ଣ୍ଣିମା (ଅଚ୍ୟୁତାନନ୍ଦଙ୍କ ଦେହ— ତ୍ୟାଗ ଦିବସ) ଦିନ ଅଚ୍ୟୁତାନନ୍ଦ ଦାସଙ୍କ ଭକ୍ତମାନଙ୍କର ଗୋଟିଏ ମେଳା ବା ଉଚ୍ଛବ ହୁଏ —Name of a banyan tree near the Math of village Lemāla where devotees of Achyutānand a congregata on the full moon day of the month of j̄yaistha.