Jump to content

ଲେମ୍ୱୁ

ଉଇକିଅଭିଧାନ‌ରୁ

ଲେମ୍ୱୁ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଖ ଆଳ)

[ସମ୍ପାଦନା]

ଲେମ୍ୱୁ — Lemon



ଲେମ୍ୱୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ନିମ୍ୱୁ;)

[ସମ୍ପାଦନା]

ନିମ୍ୱୁ; ଅମ୍ଳରସମୟ କୋଷପୂର୍ଣ୍ଣ ଫଳ ଓ ତହିଁର କଣ୍ଠଯୁକ୍ତ ବୃକ୍ଷ —Lemon; citrus; Citron Media (Haines); Citrus Medical (Kirtikar)

[ଦ୍ରଷ୍ଟବ୍ୟ — ଏ ଶବ୍ଦ ଏହି ଜାତୀୟ ନାନା ଫଳକୁ ବୁଝାଏ ଓଡ଼ିଆରେ ଲେମ୍ୱୁ କହିଲେ ସାଧାରଣତଃ କମଳା ଲେମ୍ୱୁକୁ ବୁଝାଏ ବଙ୍ଗଳାରେ ନେବୁ କହିଲେ କାଗଜି ନେମ୍ୱୁକୁ ବୁଝାଏ ଲେମ୍ୱୁ ଅନେକ ପ୍ରକାରର ଅମର କୋଷରେ ଲେମ୍ୱୁ ୩ ଶ୍ରେଣୀରେ ବିଭକ୍ତ ହୋଇଅଛି;

୧. ନାଗରଙ୍ଗ=ନାରଙ୍ଗ, ୨— ଜମ୍ୱୀର=ଜମ୍ୱୀj; ୩ ମାତୁଲଙ୍ଗ=ଟଭା ଫଳତଃ ଲେମ୍ୱୁ ଅନେକ ଶ୍ରେଣୀର ଓ ଆକାରର ସିବୁ ଜାତୀୟ ଲେମ୍ୱୁ ଗଛର ଲମ୍ୱ କଣ୍ଟା ଥାଏ ଓ ସବୁ ଜାତୀୟ ଲେମ୍ୱୁଗଛର ପତ୍ରରମଝିଡମ୍ୱରୁ ପରି ସରୁ ଓ ସବୁଥିର ପୁଲ ଧଳା ଓ ସୁଗନ୍ଧ ଏ ବୃକ୍ଷ ଚିର ଶ୍ୟାମଳ (evergreen) ଫଳ ମଧ୍ୟରେ ଖୋଷାଥାଏ ଓ ଖୋଷା ମଧ୍ୟରେ ଖଟା, ଖଟା ମିଠା ବା ମିଠା ଦାନା ବା ରୁଆମାନ ଥାଏ ]

ଆମ୍ଭେମାନେ ନିମ୍ନ ଲିଖିତ ବିଭିନ୍ନ ପ୍ରକାରର ଲେମ୍ୱୁ ସହିତ ପରିଚିତ

୧. କାଗଜା ଲେମ୍ୱୁ; —୨ କାଗଜୀ ଲେମ୍ୱୁ— ୩ ଜମିର ବା କାନ୍ଧିଆ ଲେମ୍ୱୁ;— ୪ ଟଭା ବା ତୁରଞ୍ଜ ଲେମ୍ୱୁ; ୫ ଆତାପୀ ବା ବାତାପୀ ଲେମ୍ୱୁ;— ୬ କମ(ମ୍ୱ)ଳା; ଲେମ୍ୱୁ; ୭ ନାଗପୁରି କମଳା ବା ଶିଲଟା କମଳା ବା ସୁରଙ୍ଗୀ କମଳା— ୮ ନାରଙ୍ଗ ବା ନାରଙ୍ଗୀ ଲେମ୍ୱୁ ]