Jump to content

ଲେଲିହାନ

ଉଇକିଅଭିଧାନ‌ରୁ

ଲେଲିହାନ

ଉଚ୍ଚାରଣ

[ସମ୍ପାଦନା]
(ଲେଲିହାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଲେଲିହ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଜିଭଦ୍ୱାରା ଓଠକୁ ବାରଂବାର ଚାଟୁଥିବା—(କୁକୁର ବିରାଡ଼ିଙ୍କପରି — ୧. Repeated icking the lips with the tongue (Said of dogs, cats etc)
୨. ବାରଂବାର ଚାଟୁଥିବା ବା ଆସ୍ୱାଦନ କରୁଥିବା — ୨. Repeatedly tasting or licking a thing.
୩. ଯେ ଜିଭ ଲହ ଲହ କରୁଥାଏ (ସର୍ପାଦି) —୩. Waving the tongue to and fro; lolling the tongue

(ଉ—ପିଙ୍ଗଳ କେଶେ ଲେଲିହାନ ନାଗମାନେ, ରହି ଗରଜନ କରନ୍ତି ଅବିଚ୍ଛିନ୍ନେ—କୃଷ୍ଣସିଂହ. ମହାଭାରତ ବନ )

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସର୍ପ — Serpent (Apte).