ଲେଶ ମାତ୍ର
ଦେଖଣା
ଲେଶ ମାତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କିଞ୍ଚିନ୍ନାତ୍ର —A minute particle; a trace; a bit,
ବିଶେଷଣ -
[ସମ୍ପାଦନା]କିଞ୍ଚିନ୍ନାତ୍ର; ଟିକିଏମାତ୍ର —a very little of; a particle; a trace of; a bit of.
(ଉ—ଲେଶମାତ୍ର ଦୋଷ ତବ ନାହିଁ ଏଥି ବୀର !—ନନ୍ଦକିଶୋର ସୀତାବନବାସ
କ୍ରି.ବିଶେଷଣ -
[ସମ୍ପାଦନା]ସାମାନ୍ୟରେ —Slightly.