Jump to content

ଲେସଡ଼ା

ଉଇକିଅଭିଧାନ‌ରୁ

ଲେସଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
[ଲେଶ(ଶେ)ଡୀ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଲେଭଡ଼ା; ନିର୍ଲ୍ଲଜ୍ଜ — ୧. Shameless; impudent.
୨. ଦୈନ୍ୟ ଭାଷୀ; ଯାହାକୁ ନାହିଁ ନାହିଁ କରୁଥିଲେ ସୁଦ୍ଧା ଯେ କଥା ଉପରେ କଥା କହୁଥାଏ —୨. Pugnacious; importunate; pertinacious.
୩. କୃପଣ —୩. Close-fisted.
୪. ଦରହସା; ଯେ ସବୁବେଳେ ବୃଥାରେ ହସୁଥାଏ —୪. Given to grinning; given to 'vacant laughter' or indecent (clay).

ବିଶେଷ୍ୟ -

[ସମ୍ପାଦନା]
୧. ଲୋସଡ଼ିବା (ଦେଖ) - —୧. Lesaṟdtodline;ibā
୨. ଦୈନ୍ୟ ପ୍ରକାଶପୂର୍ବକ ପୁନଃ ପୁନଃ ପ୍ରାର୍ଥନା —୨. Importunity.