Jump to content

ଲେସା

ଉଇକିଅଭିଧାନ‌ରୁ

ଲେସା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଞ୍ଜ୍ ଧାତୁ= ଚିହ୍ନ କରିବା)

[ସମ୍ପାଦନା]
୧. ବହଳ କରି ବୋଳିବା; ଘନଲେପନ —୧. Smearing thickly.
୨. କାଦୁଅ ଆଦି ପାଣିଆ ଜିନିଷକୁ କାନ୍ଥର ଛିଦ୍ରରେ ବା ଫାଟରେ ବହଳ କରି ବୋଳିବା —୨. Thick smearing of clay etc on holes and cracks of a wall

[ଦ୍ରଷ୍ଟବ୍ୟ —ପତଳା କରି ବୋଳିବାକୁ ଲିପିବା ବା ଲେପିବା ଏବଂ ବହଳ କରି ବୋଳିବାକୁ ଲେସିବା କହନ୍ତି ଘରର କାନ୍ଥରେ ଚୂନ ଲିପାଯାଏ; କାଦୁଅ ଲେସାଯାଏ କାନ୍ଥ ଦେହକୁ ଦୂରରୁ କାଦୁଅ ପିଣ୍ଡୁଳାକୁ ଫୋପାଡ଼ିବାକୁ ଛଟା ବା ଛାଟିବା ବୋଲାଯାଏ ]

ବିଶେଷଣ -

[ସମ୍ପାଦନା]
୧. ଘନରୂପେ ଲିପ୍ତ; ବହଳିଆ ହୋଇ ବୋଳା— ହଇଥିବା —୧. Thickly smeared over with clay etc.; covered with a thickcoating of.
୨. ପୂଜା ହୋଇଥିବା —୨. Whetted; sharpened.

(ଉ—ସେ ଶରରୁ କେତେ ହୋଇଛି ଶିଳାଘଷା, କେତେକ ହୋଇଅଛି ସାହାଣରେ ଲେସା କୃଷ୍ଣସିଂହ. ମହାଭାରତ. ବିରାଟ)