Jump to content

ଲେସା ହେବା

ଉଇକିଅଭିଧାନ‌ରୁ

ଲେସା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବହଳିଆ ହୋଇ ଲିପା ହେବା; ଘନ ଭାବେ ଲେପିତ ହେବା —To be laid thickly over.

(ଯଥା-ତା ଦେହରେ ଇଚ୍ଛାବସନ୍ତ ଲେଶା ହୋଇ ଯାଇଛି)