ଲେସିଡ଼ିବା
ଦେଖଣା
ଲେସିଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେସିଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପାଟିକୁ ଓ ଦାନ୍ତକୁ ଲେଫଡ଼ିବା — ୧. To spread out one'smouth; to grin.
- ୨. ଦୈନ୍ୟ ପ୍ରକାଶପୂର୍ବକ ପୁନଃ ପୁନଃ ପ୍ରାର୍ଥନା କରିବା —୨. Toimportune.
- ୩. ଲୋସାଡ଼ିବା (ଦେଖ) - — ୩. Losaṟḍ̠ibā (See)
- ୪. କୌଣସି କାର୍ଯ୍ୟ ଶକ୍ତିର ଅତୀତ ହେଲେ ସୁଦ୍ଧା ସେହି କାର୍ଯ୍ୟରେ ସାଧ୍ୟମତ ଲାଗି ରହିବା — ୪. To persist in a Work.
[ଉ— ଦାନବେ ଦେବତାଙ୍କ ପ୍ରଭାବ ନ ସହି ଲେସଡ଼ି ଯୁଦ୍ଧ କଲେ ମୃତ୍ୟୁ ଇଚ୍ଛା ବହି ]