Jump to content

ଲେସି ହେବା

ଉଇକିଅଭିଧାନ‌ରୁ

ଲେସି ହେବା

ଉଚ୍ଚାରଣ

[ସମ୍ପାଦନା]

(ଲେଶିହୋଇଯିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଘନ ଭାବରେ ଆବରଣ କରିବା — ୧. To cover with a thick layer.

(ଯଥା—ତା ଦିହଯାକ ବସନ୍ତ ଲେସି ହୋଇ ଯାଇଅଛି ତା ମୁହଁରେ ସିନ୍ଦୂର କଜ୍ଜ୍ୱଳ ଲେସି ହୋଇ ଯାଇଅଛି ହସ୍ତାକ୍ଷର ବହିରେ କାଳି ଲାଗି ଅକ୍ଷରଗୁଡ଼ାକ ଲେସି ହୋଇ ଯାଇଅଛି ଆକାଶରେ ତାରାଗୁଡ଼ାକ ଲେସି ହୋଇଅଛନ୍ତି )

୨. କୌଣସି ବସ୍ତୁ ଉପରେ ଘନଭାବରେ ସନ୍ନିବିଷ୍ଟ ହେବା —୨. To be crusted in a thick layer over a thing.