ଲେସ୍
ଦେଖଣା
ଲେସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲେଶ)
[ସମ୍ପାଦନା]- ୧. ଲୁଗା ଆଦିର ଧଡ଼ିରେ ଲଗାଯିବା ଚଉଡ଼ା ଫିତା —୧. Lace.
- ୨. କାରୁ— କାର୍ଯ୍ୟଯୁକ୍ତ ଫିତା —୨. Worked lace.
- ୩. ଜୋତାରେ ବନ୍ଦାଯିବା ଫିତା —୩. Shoe-lace.
- ୪. (ଫାରାସୀ - )— ଘୋଡ଼ାର ଦାନ୍ତ —Tooth of a horse.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲେଶ)
[ସମ୍ପାଦନା]ଲେଶ (ଦେଖ) - — Leṡa (See)