ଲେହ
ଦେଖଣା
ଲେହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି (ଲିହ୍ ଧାତୁ= ଚାଖିବା+ଭାବ. ଅ)
[ସମ୍ପାଦନା]- ୧. ଚାଟିବା —୧. Licking.
- ୨. ଚାଖିବା —୨. Tasting.
- ୩. (+କର୍ମ. ଅ) ଅବଲେହ — ୩. An electuary; a lambative (Apte).
- ୪. ଖାଦ୍ୟ —୪. Food (Apte).
- ୫. ଗୃହଣର
ପ୍ରକାରଭେଦ; ଯହିଁର ରାହୁ ବା ପୃଥିବୀର ଛାୟା ସୂର୍ଯ୍ୟବିମ୍ୱକୁ ବା ଚନ୍ଦ୍ରବିମ୍ୱକୁ ଜିଭରେ ଚାଟିଲା ପରି ଜଣା ପଡ଼େ(ହିନ୍ଦୀ - ଶ.) —୫. A kind of eclipse in which the shadow seems to lick the solar or lunar orb.
ଅନୁବାଦ
[ସମ୍ପାଦନା]ବିଶେଷଣ -
[ସମ୍ପାଦନା]- ୧. ସୁସ୍ୱାଦୁ — ୧. Agreeable to the taste.
- ୨. ଖାଦ୍ୟ; ଭକ୍ଷ୍ୟ —୨. Edible.
- ୩. ଆସ୍ୱାଦନୀୟ —୩. Fit to be tasted.
ଦେଶଜ - ବି(ସଂଛ ଅବଲେହ; ଲେଦ୍ୟ)
[ସମ୍ପାଦନା]ଯେଉଁ ପଦାର୍ଥକୁ ଚାଟି କରି ଖାଇବାକୁ ହୁଏ; ଚଟଣି —A thing which can be taken by licking; salad.