Jump to content

ଲେହନ

ଉଇକିଅଭିଧାନ‌ରୁ

ଲେହନ

ଉଚ୍ଚାରଣ

[ସମ୍ପାଦନା]
[ଲେହିକା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଂ(ଲିହ୍ ଧାତୁ+କର୍ତ୍ତୃ.ଅକ)

[ସମ୍ପାଦନା]
୧. ଚାଟିବା — ୧. Licking; sipping with the lips.
୨. ଚାଟିବା; ସ୍ୱାଦ ଗ୍ରହଣ —୨. Tasting.
୩. ଭକ୍ଷଣ ୩. Eating.