ଲେହୁ
ବନ୍ୟଲତା ବିଶେଷ — A sort of wild creeper.
[ଦ୍ରଷ୍ଟବ୍ୟ —ଏଥିର ଫଳ ଆଳୁପରି ବଡ଼ ଓ ଚେପଟା; ଏହାକୁ ସିଝାଇ ଖିଆଯାଏ ]