ଲେହୁଣିଆ
ଦେଖଣା
ଲେହୁଣିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ମୁଣ୍ଡକୁ ଭୂମିରେ ରଖି ମାକଡ଼ଚିତି ମାରିବା —୧. Somersault.
- ୨. (ଲକ୍ଷଣାର୍ଥ) କୌଣସି ବିସ୍ମୟକର କାର୍ଯ୍ୟ ଦେଖାଇବା — ୨. Exhibition of a wonderful feat.
[ଉ—ଜଷ୍ଟିସ୍ଦଳର ଉତ୍ପତ୍ତି ଆରମ୍ଭରୁ ସେମାନେ ଯେଉଁ ଦେଶଦ୍ରୋହ କାର୍ଯ୍ୟ କରି ଆସୁଅଛନ୍ତି, ସବୁଠାରୁ ଏଥର ଲେହୁଣୀଆଟା ବଳିପଡ଼ିଛି ଦୈନିକଆଶା (୨/୩/୧୯ ୨୯): ]