Jump to content

ଲେହେଣା

ଉଇକିଅଭିଧାନ‌ରୁ

ଲେହେଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲେହନ)

[ସମ୍ପାଦନା]

ଲାଞ୍ଜ ନେବା ଅଭ୍ୟାସ — Habit to taking bribe.

[ଯଥା— ପିଲାଟାକୁ ମୁଁ ଆଚ୍ଛା ଲେହେଣା ଲଗେଇଲି ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଲାଞ୍ଜୁଆ —Habituated to taking bribe.