ଲୈଙ୍ଗିକ
ଦେଖଣା
ଲୈଙ୍ଗିକ
ଉଚ୍ଚାରଣ
[ସମ୍ପାଦନା][ଲୈଙ୍ଗିକୀ—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - (ଲିଙ୍ଗ +ସମ୍ୱନ୍ଧାର୍ଥେ ଇକ)
[ସମ୍ପାଦନା]- ୧. ଚିହ୍ନ ସମ୍ୱନ୍ଧୀୟ — ୧. Depending on or relating to a sign or mark (Apte).
- ୨. ଅନୁମିତ — ୨. Inferred.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୂର୍ତ୍ତି ନିର୍ମାତା — ୧. A maker of image; statuary (Apte).
- ୨. (ବୈଶେଷିକ ଦର୍ଶନ) ଅନୁମାନ ପ୍ରମାଣ; ଲକ୍ଷଣ ବା ଚିହ୍ନଦ୍ୱାରା ପ୍ରା଼ପ୍ତ ଅନୁମାନ —୨. (B&aline;i̱ṡeshika Philosophy) Inference by means of symptoms or marks.