Jump to content

ଲୋକନ

ଉଇକିଅଭିଧାନ‌ରୁ

ଲୋକନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଲୋକ୍ ଧାତୁ+ଭାବ.ଅନ)

[ସମ୍ପାଦନା]
୧. ଦର୍ଶନ; ଅବଲୋକନ;ଦେଖିବା — ୧. Seeing; viewing.
୨. ଦୃଷ୍ଟି — ୨. Vision.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲୋକନ (ନି) (ଦେଖ) - — Lokana (See)



ଲୋକନ

ଉଚ୍ଚାରଣ

[ସମ୍ପାଦନା]

ଲୋକା(କୋ)ଇ ଲୋକି ଲୋକୁ ଲୋକେଇ ଅନ୍ୟରୂପ

ଲୋକା, ଲୋଆ, ଲୋକୁଆ—ଅନାଦରାର୍ଥକ ରୀପ

ଦେଶଜ - ବିଶେଷ୍ୟ - (ଅଦରାର୍ଥକ)

[ସମ୍ପାଦନା]

ଲୋକନାଥର ଡାକନାମ — Name for calling Lokanātha.