Jump to content

ଲୋକନାଥ

ଉଇକିଅଭିଧାନ‌ରୁ

ଲୋକନାଥ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [୬ଷ୍ଠୀ ତତ୍; ଲୋକ+ନାଥ]

[ସମ୍ପାଦନା]
୧. ଜଗତ୍ପତି; ପରମେଶ୍ୱର —୧. God.
୨. ଶିବ;ମହାଦେବ —୨. Ṡiba.
୩. ବ୍ରହ୍ମା —୩. Brahmā.
୪. ବିଷ୍ଣୁଙ୍କର ନାମ — ୪. A name of Bishṇu

(ଯଥା— ଲୋକବନ୍ଧଲୋର୍କନାଥଃ ମାଧବୋ ଭକ୍ତବତ୍ସଳଃ—ସହସ୍ରନାମ)

୫. ବୁଦ୍ଧ ଦେବ —୫. The Buddha.
୬. ନର— ନାଥ; ରାଜା —୬. A king.

ଦେଶଜ - ବିପୁଲିଙ୍ଗ -

[ସମ୍ପାଦନା]
୧. ମନୁଷ୍ୟଙ୍କର ନାମ —୧. A name given to males.
୨. ପୁରୀକ୍ଷେତ୍ରର ସୀମାମଧ୍ୟସ୍ଥ ଶିବଲିଙ୍ଗଙ୍କନାମ — ୨. Name of an idol of Ṡiba in the town of Purī

[ଦ୍ରଷ୍ଟବ୍ୟ —ଏ ବିଗ୍ରହ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରଠାରୁ ୧ ମାଇଲ୍ ଦୂରରେ ଅବସ୍ଥିତ ଏ ଅନାଦି ଶିବଲିଙ୍ଗ ବୈଶାଖମାସ ସରନ୍ତି ସୋମବାର ଓ ଶିବରାତ୍ରି ଦିନ ଏଠାରେ ବଡ଼ ମେଳା ହୁଏ ]