ଲୋକନାଥ ନାୟକ
ପ୍ରାଚୀନ ଉତ୍କଳର ଜଣେ ପ୍ରସିଦ୍ଧ ଗଣିତବିତ୍; [ଏ ଖଡ଼ି ଲୀଳାବତୀ ନାମକ ଗଣିତ ପୁସ୍ତକର ପ୍ରଣେତା—ତାରିଣୀ. ଉ. ସା. ଇତିହାସ ] —A celebrated mathematician of ancient Utkal; author of Khaṟḍ̠i Līḻābatī.