Jump to content

ଲୋକନୀୟ

ଉଇକିଅଭିଧାନ‌ରୁ

ଲୋକନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଲୋକ୍ ଧାତୁ+କର୍ମ ଅନୀୟ)

[ସମ୍ପାଦନା]
୧. ଦର୍ଶନୀୟ; ଦର୍ଶନଯୋଗ୍ୟ —୧. Fit to be seenvisible.
୨. ମନୋଜ୍ଞ; ସୁନ୍ଦର —୨. Agreeable to the sight; beautiful.