Jump to content

ଲୋକନ୍ଦର

ଉଇକିଅଭିଧାନ‌ରୁ

ଲୋକନ୍ଦର

ଉଚ୍ଚାରଣ

[ସମ୍ପାଦନା]
(ଲୋକନ୍ଦରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲୋକଂ=ସମାଜକୁ+ଦୃ ଧାତୁ; ବିଦାରଣ କରିବା+କର୍ତ୍ତୃ.ଅ)

[ସମ୍ପାଦନା]

କାମୁକ; ଲମ୍ପଟ; ନଷ୍ଟ—ଚରିତ୍ର — Lascivious; immo ral; adulterous; libidinous.