ଲୋକସେବକ ସମାଜ
ସାଧାରଣ ହିତକର କାର୍ଯ୍ୟରେ ବ୍ରତୀ ହୁଅନ୍ତି)—ଲାଲା ସଜପତ୍ ରାୟଙ୍କଦ୍ୱାରା ବିଂଶ ଶତାବ୍ଦୀର ପ୍ରଥମଭାଗରେ ପ୍ରତିଷ୍ଠିତ ସମାଜ —'The Servants of people Society' founded by the late Lala Lajpat Rai.